Farmers Guard Fields Overnight to Protect Crops from Elephants in Mayurbhanj – YouTube
ଦିନରେ ଚାଷ, ରାତିରେ ମଞ୍ଚାରେ ପହରା । ବର୍ଷ ସାରାର ପରିଶ୍ରମ ଉଜାଡ଼ୁଛନ୍ତି ବନ୍ୟପ୍ରାଣୀ । ମଞ୍ଚାରେ ଜଗି ବସୁଛନ୍ତି ଚାଷୀ ଓ ଗାଁଲୋକେ । ମୟୂରଭଞ୍ଜରୁ ସମ୍ବଲପୁର ଯାଏଁ ସମାନ ଦୃଶ୍ୟ । ହାତୀ ଫସଲ ଖାଉଛି ଅଳ୍ପ, ଅଧିକ କରୁଛି ନଷ୍ଟ ।