ଖୋଲା_କୁଅରୁ_ଜଙ୍ଗଲୀ_ହାତୀ_ଉଦ୍ଧାର ବାଙ୍କି ଅଞ୍ଚଳରେ ଏକ ଖୋଲା କୁଅ ଭିତରେ ପଡ଼ିଥିବା ଏକ ଜଙ୍ଗଲୀ ହାତୀକୁ ଉଦ୍ଧାର କରିଛି ବନବିଭାଗ। ବାଙ୍କି ବିଟ୍ ରାଣୀବେର୍ଣ୍ଣା ଗାଁର ମହୁରା ସଂରକ୍ଷିତ ଜଙ୍ଗଲର ଏକ ଖୋଲା କୁଅରେ ପଡ଼ିଯାଇଥିଲା ହାତୀଟି।